STORYMIRROR

jagabandhu sahu

Others

3  

jagabandhu sahu

Others

ଜୟ ମାଗୋ ଶୈଳପୁତ୍ରୀ

ଜୟ ମାଗୋ ଶୈଳପୁତ୍ରୀ

1 min
373

ନଈପଠା ଝୁମେ   କାଶତଣ୍ତି ଫୁଲେ

      ଶୀତଳ ପବନ ଚୁମି

ତୁମ ଆଗମନେ  ପଲ୍ଲୀ ଠାରୁ ଦିଲ୍ଲୀ

     ଭକତିରେ ଯାଏ ଝୁମି ।


ନବରାତ୍ରେ ମାଗୋ ନଅ ରୂପ ଧରି

     ମରତେ ଆସିବ ବୁଲି

ସୁଖ ଶାନ୍ତି ଦେଇ  ସଂସାରକୁ ତୁମ

    ଦୁଃଖ ଶୋକ ଦେବ ଜାଳି ।


ନବରାତ୍ରୀର ଏ    ପ୍ରଥମ ସରୁପ

    ନାମ ତୁମ ଶୈଳପୁତ୍ରୀ

ବୃଷବ ବାହିନୀ  ତ୍ରୀଶୁଳ ଧାରିଣୀ

    ଘେନ ବାରେ ମା' ପ୍ରଣତୀ ।


ନବରାତ୍ରୀର ଏ   ପ୍ରଥମ ଦିବସେ

    ଉଭା ହୁଅ ପୂଜା ସ୍ଥାନେ

କୃପାମୟୀ ରୂପେ  ଦିଅ ଦରଶନ

   ଧନ୍ଯ ହେବୁ ମାଗୋ ଆମେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ