STORYMIRROR

jagabandhu sahu

Others

3  

jagabandhu sahu

Others

ଜୟ ମାଗୋ ଚନ୍ଦ୍ରଘଣ୍ଟା

ଜୟ ମାଗୋ ଚନ୍ଦ୍ରଘଣ୍ଟା

1 min
419

ତୃତୀୟ ଦିବସେ   ଚନ୍ଦ୍ରଘଣ୍ଟା ରୂପେ

     ଆସ ମାଗୋ ଅବତରୀ

ବ୍ଯାଘ୍ର ବାହନରେ ସୁସଜ୍ଜିତ ହୋଇ

     ଅଷ୍ଟଭୂଜା ରୂପ ଧରି ।


ଗଳାରେ ଶୋଭିତ ଦିବ୍ଯ ପୁଷ୍ପହାର

    ଚଢି ମା ବ୍ଯାଘ୍ର ସବାରୀ

ଧନୁ ଗଦା ପଦ୍ମ ଖଣ୍ତା ଓ ତ୍ରୀଶୁଳ

    ହସ୍ତେ କମଣ୍ତଳୁ ଧରି ।


ଦୁଷ୍ଟଙ୍କୁ ବିନାଶୀ   ସନ୍ଥ କର ରକ୍ଷା

    ମାଗୋ ତୁମେ ଚନ୍ଦ୍ରଘଣ୍ଟା

ତୁମ କବଳରୁ     ଦୁଷ୍ଟ ନିଶାଚର

     ପାଆନ୍ତିନି କେହି ରକ୍ଷା ।


ଅଧମ ସନ୍ତାନ   କରେ ସ୍ତୁତି ଗାନ

    ନଧରିବ ଦୋଷା ଦୋଷ

କୃପା ନେତ୍ରେ ଚାହିଁ ମାଗୋ ମହାମାୟୀ

     ଢାଳି ଦିଅ ଶୁଭାଶିଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ