STORYMIRROR

Jagannath Barik

Others

2  

Jagannath Barik

Others

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
2.9K

କି ରଙ୍ଗରେ କଳା ମଲ୍ଲୀ, ଆସୁ ଅଛି ହଲି ହଲି 

ଗଜ ରାଜ ଗତି ତାର, ଦେଖି ମନ ଯାଏ ସଲି !!

ତୁମ୍ବ  ନିତମ୍ବ ଯୁଗଳ, ହରି କଟୀ ମନୋହର 

ଜବାଧରୀ ହରିଣାକ୍ଷୀ କରଜ ଚମ୍ପକ କଳି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍