STORYMIRROR

Santosh Pattnayak

Others

4  

Santosh Pattnayak

Others

ଜ୍ଞାନ ହୀନ ଏ 'ଜଗତ

ଜ୍ଞାନ ହୀନ ଏ 'ଜଗତ

1 min
24.2K


ସେଇଦିନ ଗଜରାଜ ଡାକିଥିଲା 

     ଆଜିବି ତ' ଡ଼ାକିଥିବ ‍‍ 

ବୈକୁଣ୍ଠରୁ ଶୁଣିଥିଲ ସେଇଦିନ 

    ଆଜି ନିଶ୍ଚେ ଶୁଣିଥିବ .... ! 


ଚକ୍ରଧର ଚକ୍ର ହୋଇଲାକି ବକ୍ର 

    ଅବା ବଦଳିଲା ସୁତ୍ର 

ସ୍ତୋତ୍ର ଭୁଲିଗଲା କିବା ଗଜରାଜ

    କିବା ଥିଲା ଅଭିଶପ୍ତ .... !


   ଧନ୍ୟ ଧନ୍ୟ ହେ' ସାଆନ୍ତ 

ନିଜ ଲୀଳା ନିଜେ ବୁଝ କି' ବୁଝିବ

   ଜ୍ଞାନହୀନ ଏ' ଜଗତ ..... !

      


Rate this content
Log in