ଧନ୍ୟ ଧନ୍ୟ ହେ' ସାଆନ୍ତ ନିଜ ଲୀଳା ନିଜେ ବୁଝ କି' ବୁଝିବ ଜ୍ଞାନହୀନ ଏ' ଜଗତ ..... ! ଧନ୍ୟ ଧନ୍ୟ ହେ' ସାଆନ୍ତ ନିଜ ଲୀଳା ନିଜେ ବୁଝ କି' ବୁଝିବ ଜ୍ଞାନହୀନ ଏ' ଜଗତ ........
ବନ୍ଦଇ ଶ୍ରୀ ଗଣନାଥ ଗିରିଜା ନନ୍ଦନ ବନ୍ଦଇ ଶ୍ରୀ ଗଣନାଥ ମୁହିଁ ଜ୍ଞାନହୀନ ବନ୍ଦଇ ଶ୍ରୀ ଗଣନାଥ ଗିରିଜା ନନ୍ଦନ ବନ୍ଦଇ ଶ୍ରୀ ଗଣନାଥ ମୁହିଁ ଜ୍ଞାନହୀନ