STORYMIRROR

Jagabandhu Sahu

Others

3  

Jagabandhu Sahu

Others

ଜନ୍ମଦିନ ଶୁଭେଚ୍ଛା

ଜନ୍ମଦିନ ଶୁଭେଚ୍ଛା

1 min
256

ପ୍ରଭୁଙ୍କ ପାଖରେ   ପ୍ରାର୍ଥନା କରୁଛି

    କୋଟି ଆୟୁ ମିଳୁ ତୋତେ

ଜୀବନେ ତୋହର ଭରି ଯାଉ ବାବୁ

     ସୁଖ ଶାନ୍ତି ଅଛି ଯେତେ

ପ୍ରଭୁଙ୍କ ପାଖରେ   ଅଳି ମୁଁ କରୁଛି

     ସୁଖି ରହ ଚିର ଦିନ

ପୁଷ୍ପମୟ ହେଉ   ଚଲାପଥ ତୋର

    ସୁଖରେ କଟୁ ଯେ ଦିନ

ମାସ ପରେ ମାସ ବିତି ଯେ ଚାଲିଲା

    ଆଜି ତୋର ଜନ୍ମଦିନ

ଜଣାଉଛି ତୋତୋ ସୌମ୍ୟ ରଞ୍ଜନରେ

      ହାର୍ଦ୍ଧିକ ଅଭିନନ୍ଦନ ।



Rate this content
Log in