ଜୀଵନ ରାଗ ୨
ଜୀଵନ ରାଗ ୨
1 min
14.7K
ରାଗ ବିନା ଏ ଜୀବନ
ଲଭେ ନାହିଁ ତୃପ୍ତି !
ରାଗେ ଥାଇ ମଜ୍ଜି ହଜି
ମିଳେ କିବା ଶାନ୍ତି ?
ପ୍ରତିକ୍ଷଣ ଭୋଗକରେ
ସଂସାର ବିଭବ
ସଂସାରୀର ଭୋଗ ରୁଚି
କ'ଣ ଦେଖିବ !
