Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Apalata Aruk

Others

3  

Apalata Aruk

Others

ଜୀବନଟା ରଣଭୂଇଁ

ଜୀବନଟା ରଣଭୂଇଁ

1 min
117


ଜୀବନ ଯାତନା ଅସହ୍ଯ ବେଦନା

ଲେଖା ମୋହର କପାଳେ,

ସୁଖର ସପନ  ନହେଲା ପୂରଣ

ଜଳୁଛି ଦୁଃଖ-ଅନଳେ ।


ଜନ୍ମରୁ ମରଣ ଯାତନାରେ ପୂର୍ଣ୍ଣ

ବଇରୀ ମୋହର ଏତେ

ରୋଗ ,ଦୁଃଖ ,ଶୋକ , ଦୈବୀ ଦୁର୍ବିପାକ

କା' ସହ ଲଢିବି କେତେ ।


ହୁଏ ନାହିଁ ଶେଷ ଜୀବନ ସଂଘର୍ଷ

ଜୀବନଟା ରଣଭୂଇଁ,

ସଂଘର୍ଷ ନ ଥିଲେ ଜୀବନର ମାନେ

ବୁଝି ହୁଅନ୍ତା ବି କାହିଁ ।


Rate this content
Log in