STORYMIRROR

Pinku Ranbida

Others

3  

Pinku Ranbida

Others

ଜୀବନର ଦୁଃଖଦ ଘଟଣା (ବଳି ପ୍ରଥା)

ଜୀବନର ଦୁଃଖଦ ଘଟଣା (ବଳି ପ୍ରଥା)

1 min
250

କୁକୁଡା, ଛେଲ୍ ରକତ୍ ମାହାପୁରୁ ପିସି ଯଦି

କାଏଜେ କାଟି ଦେଶ ଗୁଟା ଗୁଟା,

ଟିକେ ରକତ୍ ବାହାର୍ କରି ନାଇଁ ଦେତ କାଏ

କାଏଯେ ନାଟକ୍ କରୁଛ ଇଟା ।


ରକତ୍ ଟିକେ ପିବାର୍ ଲାଗି

ଜୀବନ୍ ମୋର୍ ଯାଏସି ଚାଲି,

ତମ ଅଛ ଯେ ମୁନୁଷ୍ ମାନେ

ଶିକାର୍ ଖାଉଛ ଥାଲି ଥାଲି ।


ରକତ୍ ଥି କାଏ ମିଠା ଅଛେ 

ମାହାପୁରୁ ପଡିଛେ ମୋର୍ ପଛେ,

ମୁନୁଷ୍ ମାନେ ସବୁ ନାଟକ୍ ଲଗେଇ

ପଡିଛ ପଶୁ ମାନଙ୍କର୍, ପଛେ ପଛେ ।


ଜୀବନ୍ ଗୁଟେ ନାଇଁ ପାର୍ ଦେଇ

କାଏଜେ ଜୀବନ୍ ଦେଉଛ ମାରି,

ଛୁଛା କେ ମାହାପୁରୁ ନା ଧରି

ମୋର୍ ଜୀବନ୍ ଦଉଛ ସାରି ।


ଆମର୍ ବି ଥିସି ଛୁଆ କୁଟୁମ୍

ଆମେ ବି ରହେସୁ ହସି ଖୁସି,

ବଳି ନାରେ କାଏଜେ ଠକୁଛ ସବ୍'କୁ

ଆମର୍ ମାଂସ ଖାଉଛ ପରିବାର୍ ମିସି ।


ମାହାପୁରୁ ଯଦି ପିଉଛେ ରକତ୍

ମାଗିକରି ପଶୁ ବଳି ତମ୍'କୁ,

ତମେ ହସି ଖୁସି ଦେଇ ଦେବାର୍ କଥା

ନାଇଁ ଖାଇକରି ଆମ୍'କୁ । 


ବଳିପ୍ରଥା କେ ବନ୍ଦ କର 

ନିଜେ ହିନିସ୍ତା ହେବାର୍ କମ୍ କର୍,

ମୁନୁଷ୍ ଜନମ୍ ପାଇଛ ବଏଲେ

ମାହାପୁରୁ ନାରେ ଢଗବାର୍ କମ୍ କର ।


Rate this content
Log in