STORYMIRROR

Dipti lekha Mishra

Others

3  

Dipti lekha Mishra

Others

ଜୀବନ

ଜୀବନ

1 min
202


ତୁମେ ଜୀବନରେ କଣ ପାଇଛ ଯେ

ହରାଇବାର ଦୁଃଖ କରୁଛ

ତୁମେ ଏ ଜୀବନରେ କଣ କରିଛ ଯେ

ଧନ୍ୟବାଦ ଗ୍ରହଣ କରୁଛ॥


ନା ତୁମେ କେବେ କାହାକୁ ବୁଝିଥିଲ

ନା ଆଜି ବୁଝିପାରୁଛ

ତୁମେ ନିଜକୁ ମହାନ ବ୍ୟକ୍ତିତ୍ବର ପରିଚୟରେ

ନିଜକୁ ନିଜେ ଲୁଟୁଛ ॥


ଆରେ ତୋ ଭାଗ୍ୟ ଭଲ ତୁ ଅଛୁ ଭାରତେ

ନୋହିଲେ ଚିଲ ଶାଗୁଣା ଖାଇଯାନ୍ତେଣି

ସୁଧୁରିବା ପାଇଁ ଚାହୁଁ ତ ଏବେଠୁ ସୁଧୁରିଯା

ସମସ୍ତେ ଏବେ ଶୋଇପଡିଲେଣି ॥


Rate this content
Log in