STORYMIRROR

Anirudha Kund

Others

3  

Anirudha Kund

Others

ଜୀବନ

ଜୀବନ

1 min
207


ଛଅ ଖଣ୍ତ କାଠ

    ଖଣ୍ତେ ଦିଆସିଲ୍ କାଠି

ଛଟାଙ୍କିଏ ଘିଅ 

     ନିମିଷକେ ଘଟ ମାଟି ।।


 ପଞ୍ଚ ଭୂତରେ ମିଶିବ 

          ପଞ୍ଚ ଭୂତପ୍ରାଣ

 ଗଲେ ଦଶଦିନ

     ଭୁଲିବେ ଲୋ ପ୍ରିୟଜନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍