STORYMIRROR

SACHALA GURU

Others

3  

SACHALA GURU

Others

ଜୀବନ

ଜୀବନ

1 min
176

ହେ ସୃଷ୍ଟି କରତା ଭାଗ୍ୟର ବିଧାତା 

  କାହିଁକି ଦେଲ ଜନମ 

ଜୀବନ ମୋହର ଦୁଃଖପୂର୍ଣ୍ଣ ହେଲା 

  ବୁଝେ ନାହିଁ ତା'ର ମର୍ମ ll


ବଞ୍ଚିଅଛି ମୁହିଁ ପ୍ରଭୁଙ୍କୁ ଅନାଇ 

  ଚିର ଶାଶ୍ୱତ ଜୀବନ 

ସତେକି ଫେରିବ ପୂର୍ଣ୍ଣିମାର ଚାନ୍ଦ 

  ଜୀବନ ହେବ ମୋ ଧନ୍ୟ ll


କେତେ ପୂଣ୍ୟ ବଳେ ପାଇଛି ଜୀବନ 

  ରଖେ ତୁମ୍ଭଠାରେ ଚିତ୍ତ  

ହେ ପରମେଶ୍ୱର ଦେଇଛ ଆଶିଷ 

  ରଖିଛ ମାନ ମହତ ll


ଚେତନା ଯାହାର ସକ୍ରିୟ ରୁହଇ 

  ରହିଛି ଜୀବନ ତା'ର 

ଚେତନା ଶୂନ୍ୟ ନ ଥାଏ ଜୀବନ 

 ହୁଏ ଜଡତା ତାହାର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ