ଜୀବନ
ଜୀବନ
1 min
158
ଜୀବନ ଏକ ଏମିତି ବନ୍ଧନ
ବୁଝିଥାନ୍ତି ଯଦି
ବନ୍ଧନ ଏକ
ବନ୍ଧନ ନୁହେଁ
ଜୀବନ
ଏକ
ପ୍ରଗଲଭା
ସ୍ରୋତସ୍ୱିନୀ
ନଈଟିଏ
ଗାଇଥାନ୍ତି
ଗୀତ
ମଧୁରତାର
