Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Rout

Others

3  

Jharana Rout

Others

ଜୀବନ ଯାତ୍ରା

ଜୀବନ ଯାତ୍ରା

1 min
165



   ଜୀବନ ଯାତ୍ରା ଭାରି ଜଟିଳ

      ପାଦ ହୁଏ ଟଳମଳ |


   କେମିତି ଯିବି ମୁଁ କେଉଁ ଦିଗରେ

       ଛନ୍ଦିହୁଏ ବାରମ୍ବାର |


    ଜୀବନ ଯାତ୍ରା ଅବୁଝା ଗଣିତ

       ବୁଝା ପଡେ ନାହିଁ ଜମା |


    କେମିତି ଚାଲିବି କେଉଁ ମୋଡରେ

       ଜାଣି ହୁଏ ନାହିଁ ଜମା |


    ଜୀବନ ଯାତ୍ରା ମରୁଭୂମି ପଥ

       ଚାଲି ହୁଏ ନାହିଁ ଜମା |


     କେମିତି ଜିଁଇବି ଜୀବନ ଯାତ୍ରାରେ

        କିଛି ଜଣାପଡେ ନାହିଁ ଜମା ।


Rate this content
Log in