Ghanashyam Biswal
Others
ଦୁଃଖ ସୁଖ ଏ ତ ଦୁନିଆର ନୀତି
ଯେମିତି ସକାଳ ଅନ୍ଧାର
ବିପଦେ ସମ୍ପଦେ ଧୌର୍ଯ୍ୟ ବଳେ ସିନା
ପାରି ହେବା ଏହି ସଂସାର l
ମଣିଷ ଜୀବନ ହୋଇବ ସଫଳ
ଦୁଃଖୀ ରଙ୍କି ଜନ ସେବାରେ
ତେବେ ସିନା ଯାଇ ମରିବା ଶେଯରେ
ହସି ହସି ଯିବା ସଂସାରେ
ଖୋଲାକଥା
ମନକଥା
ସିଧା କଥା
ମୋ ସପନ
ଦେଶଭକ୍ତ
ସହିବାକୁ ହେବ
ସନ୍ଦେହ
ମୂର୍ଖ
ପ୍ରେମିକ