CHARUBALA PADHI

Others

4.8  

CHARUBALA PADHI

Others

ଜୀବନ ରଙ୍ଗମଞ୍ଚ

ଜୀବନ ରଙ୍ଗମଞ୍ଚ

1 min
233


ଆଜି କିଛି ଖୁସି ବାଣ୍ଟି ଯାଅ

ଏଇ ଜୀବନ ରଙ୍ଗମଞ୍ଚରେ

ରାଗ ଦ୍ୱେଷ ହିଂସା ଭୁଲି ,ପରକୁ ଆପଣା କରି

ହସି ହସାଅ ସଭିଁଙ୍କୁ ନିଜ ମଧୁର ବାଣୀରେ।


କିଏ ଜାଣେ,କାଲି

ନିଜ ଚରିତ୍ର ସୁଧାରିବାକୁ,

ହୁଏତ ମିଳିନପାରେ ଏ ସୁଯୋଗ

କେତେବେଳେ ବି ପଡ଼ିପାରେ ଯବନିକା

ଜୀବନ ନାଟକରେ

କାରଣ ନାଟକର ଡୋର ପରା ସେଇ

ବିଶ୍ଵ ନିର୍ଦ୍ଦେଶକଙ୍କ ହାତରେ।



Rate this content
Log in