STORYMIRROR

Gyanaranjan Sahoo

Others

1  

Gyanaranjan Sahoo

Others

ଜୀବନ ରାଗ ୨୯

ଜୀବନ ରାଗ ୨୯

1 min
122

ପୋଡ଼ା ମନଟାକୁ ସଜାଡ଼ି ରଖିଲେ

ସୁବାସିତ କାଚ ଘରେ

ଗରାଖ ନଜର ପରଖ ମନ୍ତର

କଚି କଚି ଫେରିବାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍