STORYMIRROR

Gyanaranjan Sahoo

Others

5.0  

Gyanaranjan Sahoo

Others

ଜୀବନ ରାଗ ୨୨

ଜୀବନ ରାଗ ୨୨

1 min
13K


ସଂସାର ସାଗର ମନ୍ଥନ ଭିତରୁ

ଅମୃତ ଧରି ଆସିଛନ୍ତି କେତେ କକା

କାକ ଭଳି ଭବୁ, ମାଡ଼ିଆସିଲେ ବି ସବୁ

ଥଣ୍ଟ ସେମାନଙ୍କ ବଙ୍କା ।


ଇନ୍ଦ୍ରିୟେ ବଢ଼ି ସ୍ବାର୍ଥରେ ଚଢ଼ି

ଭୁଲିଗଲେ ମନରଙ୍କା

ଜୀବନ ଭଉଁରୀ ମାରିଲାଣି ଥକ୍କା

ମୁହିଁ ସଦା ଗଜା ଟୋକା ।


Rate this content
Log in