ଜୀବନ ରାଗ ୧୬
ଜୀବନ ରାଗ ୧୬
1 min
6.6K
ତାତ ଜନନୀ ପତ୍ନୀ ପୁତ୍ରେ
କେ ଛାଡ଼ି ଗଲେ କେଉଁ ପଥେ
ଅନ୍ୟେ ଛାଡ଼ିବୁ ସେହି ମତେ
କି ସଞ୍ଚି ନେବୁ ମିଥ୍ୟା ରଥେ ?
ଯେ ଦେହେ ଗର୍ବ ଅଭିମାନ
ବଳ ବୟସ ପରାକ୍ରମ
କିଏ ବା ଯିବ ତୋର ସଙ୍ଗ ?
ସ୍ନେହ ମମତା ମାୟା ଭ୍ରମ ।