STORYMIRROR

Gyanaranjan Sahoo

Others

2  

Gyanaranjan Sahoo

Others

ଜୀବନ ରାଗ ୧୪

ଜୀବନ ରାଗ ୧୪

1 min
3.0K


ବାହାଘର ପରେ ବେଦିମୁହଁ ପୋଡ଼ା

ନୂଆ ଜନମ ଭିକରେ ପାଇଛୁ ଭାଇ

ଋଣୀ ହୋଇ ସଦା ରହିବୁ ଅଲଣା

ଝରୁଥିବ ପ୍ରେମ ଦିନକ ମୁଣ୍ଡିଆ ଖାଇ ।


ଶରଧା ସମ୍ମାନ ପ୍ରୀତିର ନିହଣ

ଖୋଜୁଛି ସତିଆ ଭାଇ

ସତେ କି ଗଢ଼ିବ ତାଜମହଲଟେ

ରଙ୍ଗମହଲ ବଦଳ ଦେଇ ।


Rate this content
Log in