STORYMIRROR

Gyanaranjan Sahoo

Others

2  

Gyanaranjan Sahoo

Others

ଜୀବନ ରାଗ ୧୧

ଜୀବନ ରାଗ ୧୧

1 min
13.3K


ତୁମେ କେଉଁଠା ବିଜ୍ଞାନୀ

କିଏ ନୁହେଁ ଜ୍ଞାନୀ ?

ଏ ଧରାଧାମରେ କୁହ !

ଛୁଟେ ଗୀତା ଭାଗବତ ସୁଅ ।


ଯାହାକୁ କହିବୁ ରୀତିନୀତି କଥା

ସଭିଏଁ କହନ୍ତି ଆମେ ସର୍ବଜ୍ଞାତା

ମିଠା ମିଠା ଲାଗେ ସଂସାରର କଥା

ତଥାପି କାହିଁକି ଭଜୁଛୁ ଜଗତ ପିତା ?


Rate this content
Log in