STORYMIRROR

Gyanaranjan Sahoo

Others

3  

Gyanaranjan Sahoo

Others

ଜୀବନ ରାଗ ୧

ଜୀବନ ରାଗ ୧

1 min
13.8K


କିଛି ରାଗ ଜୀବନର

ବ୍ୟାଖ୍ୟାରେ ସଭିଏଁ ପ୍ରବୀଣ

ବୁଝିବାକୁ ବାକି ନାହିଁ କଣ !

ବାଟବଣା ସଭିଙ୍କ ନିହଣ ।


ରାଗ ବିନା ମୂର୍ଛିତ ଜୀବନ

ଜିଜୀବିଷା ଆଗେ କାନ୍ଦେ

ପେଟ ଭୋକ ବାଞ୍ଛିତ ସପନ

ବିନା ପ୍ରେମେ କାହିଁ ଅଭିଯାନ ।


Rate this content
Log in