STORYMIRROR

Subal Routray

Others

2  

Subal Routray

Others

ଜୀବନ ପାତ୍ର ମୋ

ଜୀବନ ପାତ୍ର ମୋ

1 min
14.6K



****

ଭରିଦିଅ ପ୍ରଭୁ ଜୀବନ ପାତ୍ର ମୋ ଆନଂଦର ସୁଧା ରସେ

କାହିଁକି କହିବି କିଛି ଦେଲ ନାହିଁ

ମୋ ନୟନ ଲୁହେ ଭାସେ !

ଯେବେ ତୁମରି ସ୍ମରଣ ଆସେ

ଲାଗୁଛି ଯେମିତି ପଲ୍ଲବି ଉଠୁଛି

ଶୁଷ୍କ ମନ ତୁମ ସ୍ପର୍ଶେ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍