Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଜୀବନ ଏକ ଦ୍ଵନ୍ଦ୍ଵ

ଜୀବନ ଏକ ଦ୍ଵନ୍ଦ୍ଵ

1 min
6.9K


  • ଜୀବନ ଏକ ଦ୍ଵନ୍ଦ୍ଵ 

    ମନ; ସେ ତ ଅମାନିଆ କେବେ ଶୁଣେନି କଥା, କହେ ମତେ ଉଡିବାକୁ ଆକାଶରେ ହୋଇ ମୁକ୍ତ ବିହଙ୍ଗ, ହୃଦୟ; ଏକ ଅନ୍ଧାର କୋଠରୀ, କାହାକୁ ଦେବି, ଯାହାକୁ ଦେଲେ ବି ସେ ତ ଜାଳିବ ନି ଅଶାର ମହମବତୀ ଟିଏ, ପ୍ରତାରଣର ବି ଝଡ଼ କୁ ମୋର ଭାରି ଭୟ , କାରଣ ଭଙ୍ଗା ଦର୍ପଣରେ ଦେଖି ହୁଏ ନି ନିଜ ପ୍ରତିବିମ୍ବ , ଆପଣ ର କରିବ କାହାକୁ ସମସ୍ତେ ତ ଏକା, ବରଂ ଭଲ ତା ସହ ସାଲିସ କରିବା କିନ୍ତୁ ଜଳିବାକୁ କାହାକୁ ବା ଇଚ୍ଛା ଥାଉ ସେ ମୋ ପାଖରେ ବନ୍ଦ କୋଠରୀରେ , କଳ୍ପନା; ସେ ମୋର ଅତି ପ୍ରିୟ, ଯାହା ମିଳିନି ସବୁ କିଛି ଦେଇ ଦିଏ, ଖୁଵ ଖୁସି ବି କରାଏ, ଡେର ହସାଏ , କିଛି ସମୟ ତ ହସିବାକୁ ମିଳେ । ବାସ୍ତବତା; ଭାରି ନିଷ୍ଠୁର ,ନିର୍ଦ୍ଧୟ, ସେ କୁଆଡେ ସତ୍ୟ ଜମ୍ମା ରୁ ଛାଡେ ନି , ସବୁବେଳେ ଦାବି କରେ, ୟାକୁ କର ତାକୁ କର ଦାୟିତ୍ୱବୋଧ ଟିକେ ନାହିଁ, ଏତେ ସ୍ଵାଧୀନତା ଭଲ ନାହିଁ ବଞ୍ଚିବା ପାଇଁ ସବୁ କିଛି ଠିକ କରି ଜାଣିଲେ ଚୋର ବିଦ୍ୟା ବି ଭଲ । ବିବେକ; ସବୁବେଳେ ନେଇ ଚାରି ଛକରେ ଛିଡା କରେ, ଆଉ ବାଧ୍ୟ କରେ, ଆକଟ କରେ, ସମ୍ପର୍କ ମାନବିକ ମୂଲ୍ୟବୋଧ ଶିଖାଏ, ବେଳେବେଳେ ବିପ୍ଲବୀ ବନାଇ ଦିଏ, ମନ,ହୃଦୟ,କଳ୍ପନା,ବାସ୍ତବତା, ଭିତରେ ଲାଗେ ହାରିବି ଜିତିବାର ଖେଳ ଜୀବନ ଏକ ଦ୍ବନ୍ଧ ,।

    @କାଶ୍ୟପ ସମୟ ରାତ୍ର-୧୧-୩୦ ୧୪-୦୭-୧୬ ।

     
     


Rate this content
Log in