STORYMIRROR

Chittaranjan Nanda

Children Stories

3  

Chittaranjan Nanda

Children Stories

ଜିହ୍ୱା, ଲାଳସା, ସ୍ୱାଦ

ଜିହ୍ୱା, ଲାଳସା, ସ୍ୱାଦ

1 min
378


ଜିହ୍ୱା ପାଇଁ ତ ଲାଳସା ବଢଇ 

ସ୍ୱାଦ ବାରିବା କଳା ତାର ଥାଇ ।


ଜିହ୍ୱାରୁ ବାହାରେ ମଧୁର ବଚନ 

ତୋଷଇ ହରଷେ ଅନ୍ୟର ମନ ।


ବାହାରେ ଯେବେ କଟାକ୍ଷ ବଚନ 

ଅନ୍ୟର ଅନ୍ତରକୁ କରଇ ଦହନ ।


ବିନା ସଂଯମେ ଖସି ଗଲେ କଥା

ଆସେ ନାହିଁ ଫେରି ଦିଏ ତ ବ୍ୟଥା ।


Rate this content
Log in