STORYMIRROR

baishnaba meher

Others

2  

baishnaba meher

Others

ଝରା ଫୁଲ

ଝରା ଫୁଲ

1 min
1.8K




ନବ ପ୍ରଷ୍ପୁଠିତ କଅଁଳ କଅଁଳ ପୁଷ୍ପକୁ ଦୂରୁଦେଖି,

ମଧୁପାନ ପାଇଁ ଲାଳେଇ ହୁଅନ୍ତି କେତେ ମହୁମାଛି l

ଇଛ୍ଛାମତେ ମହୁ ପାନକରି, ସମସ୍ତେ ଯାଆନ୍ତି ଦୂରେଇ,

ଫୁଳର ଦୁଃଖକୁ କେହି କେବେ ବୁଝନ୍ତି ନାହିଁ l

ସଜଫୁଟା କୁସୁମ ଦିନେ ହେଇଥାନ୍ତା କାହା ଗଳାହାର,

ଅକାଳରେ ଦିନେ ଝଡିଯାଏ ସହି କେତେ ଦୁଃଖ l


ବୈଷ୍ଣବ ମେହେର

ଗଣ୍ଡାବାହାଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍