Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumarlal Rana

Others

3  

Kumarlal Rana

Others

ଜହ୍ନରାତି

ଜହ୍ନରାତି

1 min
239


ଜହ୍ନ ହେ ପ୍ରିୟାକୁ କହିବ  ଶୁଣାଇ 

     ମନେ ପକାଇଵା ପାଇଁ l

ଆକାଶ ସହିତେ ବିଚରଣ କର 

   ବାୟୁର ତରଙ୍ଗ ଛୁଇଁ l

ନୀଳ ଆକାଶର  ତୁମେ ଜହ୍ନ ଏକ 

   ତାରାଗଣ ତୁମ ସାଥି l

ନୀଳ ତେଜ ରଙ୍ଗ ବାୟୁ  ପ୍ରବାହରେ

    ଶୋଭା ପାଏ ନୀଳ ଦୀପ୍ତି l

ମଧୁର ସମ୍ପର୍କ  ବୋଳାରେ ରହିଛି 

       ସୁଶୀତଳ ମିଠା ରସ l

ସେହି ରସେ  ପୁରେ    ଆମ ସୁଖ ରୁଚି 

       ହେଉଛି ଚିତ୍ତ ହରଷ l


Rate this content
Log in