STORYMIRROR

Bharati Prava

Others

3  

Bharati Prava

Others

ଜହ୍ନ

ଜହ୍ନ

1 min
307

ଆକାଶରେ ଜହ୍ନ ବଉଦର ସାଥେ

ଖେଳେ ଆସି ଧିରେ ଉଇଁ

ଛକାପଞ୍ଝା ଏଇ ଆଲୁଅ ଛାଇରେ

ରାତି ଯାଇଥାଏ ପାହି !!



Rate this content
Log in