STORYMIRROR

Neelima Nivedita Behera

Others

2  

Neelima Nivedita Behera

Others

ଜହ୍ନ ଆଜି ଆସିଥିଲା ଅଗଣାକୁ ମୋର

ଜହ୍ନ ଆଜି ଆସିଥିଲା ଅଗଣାକୁ ମୋର

1 min
13.5K


ଜହ୍ନ ଆଜି ଆସିଥିଲା ଅଗଣାକୁ ମୋର

ହାତ ଧରି ପଚାରିଲା,

କାହିଁ ପାଇଁ କରିଛୁ; ମନ ଊଣା ତୋର ?

ସେ କି ଭଲା ଜାଣେ

ସାଜେ ମୁଁ ଯେ ଚାତକ ତା’ ଆଗମନର

ସେ କି ଭଲା ଜାଣେ

ତାରାମାନେ ବି ନିରର୍ଥକ ତା’ ବିନା

ଅସଂପୂର୍ଣ୍ଣ ହେଇଯାଏ ଆକାଶ ଅନ୍ଧାର !  


Rate this content
Log in