STORYMIRROR

Susil Pani

Others

4  

Susil Pani

Others

ଜଗତର ଠାକୁର

ଜଗତର ଠାକୁର

1 min
434


ଠାକୁର ପରି କେ ଠାକୁର ନାହିଁ ।


ଜଗତର ନାଥ ଜଗନ୍ନାଥ ସେହି ।।


ମନ କଥା ଜାଣି ଦିଅନ୍ତି ବର ।


ଜଗତର ନାଥ ବ୍ରହ୍ମାଣ୍ଡ ଠାକୁର ।।


ସବୁ ଦେଖୁଥାନ୍ତି ଚକା ନୟନେ ।


କୁହନ୍ତି ନାହିଁ କାହା ଦୋଷ ଦୂଗୁଣେ ।।


ଭାବି ଚିନ୍ତି   ସିଏ  କରନ୍ତି ନ୍ୟାୟ ।

 

ଭାଗ୍ଯ ଦିଅନ୍ତି ନିଜ କୃତକର୍ମର ଫଳ ।।


ପାତର ଅନ୍ତର ତାଙ୍କ ପାଖରେ ନାହିଁ ।


ଆଚାଣ୍ଡଳ ବ୍ରାହ୍ମଣ ସଭିଏଁ ସମାନ ତହିଁ ।।


ନିଳାଞ୍ଚଳେ ଳିଳା କରନ୍ତି ରହି । 


ଜଗତର ନାଥ ବ୍ରହ୍ମାଣ୍ଡ ଗୋସାଈଁ ।।



Rate this content
Log in