Susil Pani

Others

5.0  

Susil Pani

Others

ଜଗତର ନାଥ

ଜଗତର ନାଥ

1 min
377



ଜଗନ୍ନାଥ ଜଗନ୍ନାଥ 

  ହେ.... ଜଗନ୍ନାଥ

ତୁମ ବିନା ଏ ଜଗତେ

 କିଛି ନୁହେଁ ସତ ।

ତୁମେ ଶଙ୍ଖ ଚକ୍ର ଧାରି,

ତୁମେ ଅନ୍ତର୍ଯ୍ୟାମୀ ।

ସକଳ ଘଟରେ ରହି ,

ସର୍ବ ପାର ଜାଣି ।

ତୁମେ ପାଳନ କର୍ତ୍ତା,

ତୁମେ ଜଗତ କର୍ତ୍ତା ।

ତୁମ ବିନା ଏ ଜୀବର,

ନାହିଁ କିଛି ସର୍ତ୍ତ। ।

ତୁମେ ନୀଳାଚଳ ବାସି ,

ବରୁଣ ଦେବଙ୍କ ଜାମାତା ।

ତୁମ ଘରଣି ଅନ୍ନପୂର୍ଣ୍ଣା ,

ସେ ଯେ ଅନ୍ନଦାତା ।

ତୁମେ ପ୍ରଭୂ ତାରି ପାର ,

ତୁମେ ପାର ମାରି ।

ତୁମ ବିନା ଏ ଜଗତେ,

କେହି ନୁହେଁ ସରି ।। 



Rate this content
Log in