Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santanu kumar Meher

Others

3  

Santanu kumar Meher

Others

ଜଗତ କାନ୍ଦୁଛି

ଜଗତ କାନ୍ଦୁଛି

1 min
399


ଜଗତ କାନ୍ଦୁଛି

ବୈଶାଖୀ ତାତିରେ

ଜୀବନ ଜଳୁଛି

ଝାଳ ର ଲୁହରେ ।

ଦୁନିଆ ଭିଜୁଛି

ସମୟ ଏଠି କହୁଛି ।

ଦିନ ଦିବାଲୋକ

ଭାବନା ରାତିରେ ।

ଉଜାଗର ରହେ

ବିଛଣା ନିଦରେ

ଗାଁରୁ ସହର ସାହିରେ ।

କର୍ମତାର ବୀର 

ମଉଳି ଯାଉଛି

ବୈଶାଖୀର ମୁଂହ ଧାସରେ ।

ଅସହ୍ୟ କରି ସେ

ଜଳି ଜଳାଉଛି

ଝାଉଁଖରା ତାତି ନିଆଁରେ ।

ଜଗତ କାନ୍ଦୁଛି

ଜଳ ପାଇଁ ଏଠି

ହୋଇ ଏଣେ ହାକାର ।

ପ୍ରତିଶୃତି ଯେବେ 

ଶୋଇଯାଏ ଜାଣି

ଜୀବନ କରେ ଚିତ୍କାର ।



Rate this content
Log in