STORYMIRROR

Dasarathi Sahu

Others

3  

Dasarathi Sahu

Others

ଜାଗ ଜନମଞ୍ଚ ବେଳୁ ପୂଣ୍ଯ ସଞ୍ଚ

ଜାଗ ଜନମଞ୍ଚ ବେଳୁ ପୂଣ୍ଯ ସଞ୍ଚ

1 min
5.3K


କଳିକାଳ ଶେଷ ଏ ଲାଗି ପ୍ରୟାସ

ଛାଡଖାଇ ଛାୟାଛତ୍ରେ

ଜିହ୍ୱାର ଲାଳସା ମଦ୍ଯପି ମିମାଂସା

ପାଳନ୍ତି ଜନେ ମରତେ

ମିଛେ ପ୍ରହସନ କାର୍ତ୍ତିକେ କୀର୍ତ୍ତନ

ହରେ କୃଷ୍ଣ ହରେ ରାମ

ପୂଣ୍ଯ କରି ପାପ ଅର୍ଜି ଅଭିଶାପ

ଖୋଜନ୍ତି ବୈକୁଣ୍ଠ ଧାମ

ଜୀବେ ଥିଲେ ଦୟା ଜିଣେ ସବୁ ହିଆ

ନୋହିଲେ ଚଣ୍ତାଳେ ଗଣା

ଜାଗ ଜନମଞ୍ଚ ବେଳୁ ପୂଣ୍ୟ ସଞ୍ଚ

ସୁଖ ହୋଇବ ଭରଣା

ଦାଶରଥି ସାହୁ

କଳମ୍ବ/ଗଜାଂମ


Rate this content
Log in