Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmayee Kanta

Children Stories Comedy Children

3  

Chinmayee Kanta

Children Stories Comedy Children

ଇୟେ କି ଯୁଗ

ଇୟେ କି ଯୁଗ

1 min
140


ଇଏ କି ଯୁଗ ?

ପୂର୍ବ ପୁରୁଷର କଥାକୁ କାଟିକି

ମୋବାଇଲ୍ ରେ କରୁଛନ୍ତି

ସଭିୟେଁ ମୁରୁଜ ...

ଇଏ କି ଯୁଗ ?

ସକାଳୁ ଉଠ ହେ ପୁଅ ଝିଅ ମୋର

ଅଜା ଆଈଙ୍କର ବାଣୀ

ତାଙ୍କରି କଥା ଆମ ସଭିଙ୍କୁ ହେ

କରି ଦେଉଛି ବାୟାଣୀ ।

ସକାଳୁ ସକାଳୁ ସୁନ୍ଦର ନିଦ

ଆଉ ସେଇ ସୁନ୍ଦର ସ୍ବପ୍ନକୁ ଯଦି

କିଏ ଭଙ୍ଗାଇ ଦିଏ , ସତରେ

ହୁଏ ପ୍ରବଳ ରାଗ ,

ଦେଖ ଭାଇ ଦେଖ

ଇଏ କି ଯୁଗ?

ବିଳମ୍ବରେ ଉଠି ଆଜିକା ଯୁଗରେ

ଯାଉଛନ୍ତି ପୁଣି ଜିମ୍

ସେଠାରେ ଯାଇକି କସରତ୍ କରୀକି

ଝାଳ ବୁହାଉଛନ୍ତି ଝିମ୍ ଝିମ୍ ।

କି ହେବ ଏଇ ପିଢ଼ିର

ଆଳସ୍ୟ ଜୀବନ ନୁହଇ କାହାରି

ସୁସ୍ଥ ଜୀବନର ମିତ୍ର

ଯୋଗ ପ୍ରାଣାୟାମ ନିହାତି ଜରୁରୀ

ଏହା ହିଁ ଏକ ସୁସ୍ଥ ଜୀବନର ସୂତ୍ର ।

ଆଜିକା ସମୟେ କଷ୍ଟ କରୁନାହୁଁ

କୃଷ୍ଣ କି ପାଇବା ହେବେ

ସୋଇ ରହି କେବେ ସବଳ ହେବାନି

ଯୋଗ ସର୍ବଦା କରିବେ।



Rate this content
Log in