STORYMIRROR

Prabhanjana Tripathy

Others

4  

Prabhanjana Tripathy

Others

ଇତିହାସ

ଇତିହାସ

1 min
260

ଜୀବନକୁ ଜୀଇଁବାକୁ ସଂଘର୍ଷ କି' କରି,

ମିଳିଗଲେ ସ୍ୱର୍ଗ 'ବର୍ଗ" ଯିବକି ପାସୋରି ll


ମିଥ୍ୟା ମିଥ୍ୟା ଲାଗେ ଧରା,

ଦେଖି ମୃତ୍ୟୁ' କରେ ଆଡମ୍ବର,,

ଦି'ଦିନ ଲାଗଇ ମାତ୍ର ଜୀବନ ଜାତ'ର,,

ହେଟି ଅଛି ହେଟି ନାହିଁ,ପ୍ରହେଳିକା ମଧ୍ୟେ,,

ଖାଲି ନାଟକ ମଞ୍ଚରେ ,ଧାଡ଼ିଏ କି ପଦେ ll


ଜ୍ଞାନୀ,ମାନୀ ମହାଧନୀ କି 'ମହାରାଜା,

ନିଶ୍ଚୟ ଉଡାଇ ଯିବ, କାଳ କୂଟ ଧ୍ୱଜା,,

ଛାଡିଯିବ ରଖିଥିବା କୀର୍ତ୍ତୀବନ୍ତ ବାଜା,

କାନ୍ଦି କାନ୍ଦି ଗଡ଼ିଗଲେ, କି ହେବ ପରଜା ll


ମୃତ୍ୟ ସର୍ବଦା ଅମର ପାଇଅଛି ବର,

କିଏ ବର୍ତ୍ତି ରହିଥିବ କେ କହିବ ଗୀର,

ହଁ'ରହିବ କେତେ କଥା ଯାହା ଥିବ କହି,

ଇତିହାସ ସାକ୍ଷୀ ସଦା ତା ପୃଷ୍ଠା ରେ ରହି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍