STORYMIRROR

pratap nayak

Others

2  

pratap nayak

Others

ଇସାରା

ଇସାରା

1 min
13.7K


ଖବର ନଦେଇ ଚାଲି ଯାଉଥିଲ,

ଅଭିମାନ କରି ଋଷିଥିଲ ଯାହା,

ପ୍ରିତୀର ପରଶ ପାଇଁ.....l


ରଥରେ ବସେଇ ନଉଛି ତୁମକୁ,

ପ୍ରେମ ସଂଭାଷଣ ଦେଇ,

ରଙ୍ଗେଇ ମଜେଇ ହସ ଝୁଲଣାରେ,

ଚାନ୍ଦ ଦେଖେଇବି ମୁହିଁ.....l


ପ୍ରିତୀ ଫଲ୍ଗୁ ତୁମ ଗଣ୍ଡେ ଅାଙ୍କିଦେବି,

ଲାଜେଇ ମଥାରେ ତଳକୁ ଚାହିଁଲେ,

କରିବିନି କ୍ଷତ ଗଭାରେ ତୁମ......l


ଆଖି ଇଶାରାର କଜ୍ୱଳ ଧାରରେ,

ସାତରଂଗ ଯହିଁ ମୂର୍ଚ୍ଛନ୍ତି ନିଜକୁ,

ତୋଳିଆଣି ଚାନ୍ଦ ରୋପିବି ଗଭାରେ,

କିଏ ହେବ ପରା ତୁମ ସକ୍ଷମ....l


ପ୍ରତାପ ନାୟକ

,,,,,,,,,,,,, ୭୦୦୮୦୫୪୨୮୨


Rate this content
Log in