STORYMIRROR

Barsha Laxmi

Others

3  

Barsha Laxmi

Others

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
187

ଜୀବନର ରଙ୍ଗ ବେରଙ୍ଗ ହେଲାଣି

ଆଖି ଆଗେ ନାଚେ ଛବି 

ପର୍ବତ ଉହାଡୁ କେତେ ରଙ୍ଗେ ଦେଖ

ଅବିର ଢାଳନ୍ତି ରବି l


ଗହମ ରଙ୍ଗର କିରଣ ବୁଣନ୍ତି

ଦେଖି ମନେ କେତେ ଆଶା 

ସେ ରୂପ କେମନ୍ତ ବର୍ଣ୍ଣନା କରିବି

ପାଏ ନାହିଁ କିଛି ଭାଷା l



Rate this content
Log in