Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jagabandhu sahu

Others

4  

jagabandhu sahu

Others

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
277


ନୀଳ ଆକାଶରେ  ଦେଖି ଇନ୍ଦ୍ରଧନୁ

    ଆନନ୍ଦରେ ନାଚେ ମନ

ସତେ ଯେହ୍ନେ ଲାଗେ ବରଷା ସାଥିରେ

     ସମ୍ପର୍କ ତା ଜନ୍ମ ଜନ୍ମ l

ଝିପି ଝିପି ମେଘ ଛାଡି ସୂର୍ଯ୍ଯାଲୋକ

   ଯେବେ ପଡେ ପୃଥି ପରେ

ଇନ୍ଦ୍ରଧନୁର ସାତ   ରଙ୍ଗି ଶୋଭା

     ଦିଶେ ନଭ ମଣ୍ଡଳରେ l

ସବୁଜ ବର୍ଣ୍ଣାଳୀ  ଧରଣୀ ରାଣୀର

   ଦିଶେ ନୀଳ ଶାଢୀ ସମ

ଇନ୍ଦ୍ରଧନୁ ସତେ  ତା ମଥା ଓଢଣୀ

    ଅପୂର୍ବ ସୌନ୍ଦର୍ଯ୍ଯ ଚିହ୍ନ ll


Rate this content
Log in