Pinku Ranbida

Others

3  

Pinku Ranbida

Others

ଇଜ୍ଜତ୍

ଇଜ୍ଜତ୍

1 min
227


ରାବଣ ଲେଖେ ଭାଇ ଭାଗ୍ୟଥିଲେ ମିଲେ

ବହେନର୍ ଇଜ୍ଜତ ଲାଗି,

ରାମ ଭବଗାନ ରର କନିଆଁ କେ

ଆନିଥିଲେ ରେ ଭଗେଇ ।


ବହେନର୍ ଆଖିର୍ ପାଏନ୍ ପୁଛବାର୍ ଲାଗି

ମରଲେ ପଛେ ମରମି କହି,

ବହନୀର୍ ମାଏନ୍ ମହତ୍ ରଖବାର୍ ଲାଗି

ସୀତାକେ ହରନ୍ କରମି ତାହିଁ ।


ହେଇଥାଉ ସେ ଯେତେ ମାହାନ୍

ମୋର୍ ଠାନୁ ଆଏ ସାନ୍,

ଇଜ୍ଜତ୍ ଠାନୁ କିଛି ବଡ୍ ନୁହେ

ରାଖୀର୍ ରଖମି ମାନ୍ ।


କେତେ ଲାଢେ ଗେଲେ ବଡ୍ କରିଛେ

ନାଇଁ ମାରି କେଭେ ଲାତେ,

କିଏ ଆଏ ସେ ,କାହାର୍ ଏତେ ଦମ୍ 

ମୋର୍ ବହନୀର ନାକ୍ କାଟେ ?


ବହେନ୍,ଭାଇ ପେରେମ୍ ମହୁ ଠାନୁ ମିଠା

ସୋର୍ ରଖିଥ ଇ କଥା ,

ପଏସା,ଧନ୍ ରାଜ୍ ମୁକୁଟ୍ ଆଏବା ରେ ଥରେ

ଇଜ୍ଜତ୍ ନାଇଁ ଆସେରେ ପୁତା ।


Rate this content
Log in