STORYMIRROR

Prajna Paramita Mohanty

Others

5.0  

Prajna Paramita Mohanty

Others

ଈଶ୍ଵରୀ

ଈଶ୍ଵରୀ

1 min
159

ରୂପାନ୍ତରିତ ହେଉ ସେ କାୟା

ରଚିବାକୁ ଭିନ୍ନ ଏକ ମାୟା

ରଦ୍ଦ ହେଉ ଶବ୍ଦ ଯେତେ 'ଆହା'

ରକ୍ଷମାଣ ସଂସାରର ସାହା |


Rate this content
Log in