Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BANITA SAHU

Others

2  

BANITA SAHU

Others

ଈଶ୍ବରଙ୍କ ମହିମା

ଈଶ୍ବରଙ୍କ ମହିମା

1 min
275


ସ୍ଠଷ୍ଟି ଆରମ୍ଭ କରିଛ ତମେ

କି ଅପାର ଲିଳା ତମର

ତୁମରି କରୁଣା ଢାଳିଥାଅ ସଦା

ଏ ଧରା ପ୍ଠଷ୍ଟରେ

ସମସ୍ତଙ୍କୁ ମାର୍ଗ ଦର୍ଶାଅ ତମେ

ତୁମରି ଲୀଳାରେ ରହିଛି ଏ ଧରା ପ୍ଠଷ୍ଠ

ଭକ୍ତିର କରୁଣା ସାଉଁଟି ଆଣି

ଜଗତ କଲ୍ୟାଣେ କଲ

ସବୁ ଦୁଃଖକୁ ହରେଇ ଦେଇ

ଖୁସିର ଛାୟା ଖେଳେଇ ଦିଅ ତୁମରି କରୁଣା ବଳେ



Rate this content
Log in