STORYMIRROR

Smruti Sephali Meher

Others

3  

Smruti Sephali Meher

Others

ଈଶ୍ବର

ଈଶ୍ବର

1 min
276


ହେ ଈଶ୍ବର ତୁମେ ଦୀପ୍ତିମାନ୍

ସୃଷ୍ଟି କର୍ତ୍ତା ପୁଣି ରକ୍ଷା କର୍ତ୍ତା

ତୁମେ ରଚନା କରିଛ 

ଏ ସୁନ୍ଦର ପୃଥିବୀ

ଝରାଇଛ ମଧୁର ବାରି

ନିଶ୍ଚଳ,ଅଟଳ ପାହାଡ ଗୁଡିକ

ଶାେଭାର ଭଣ୍ତାର

ସବୁଜ ବନାନୀ ଘେରା

ଅରଣ୍ୟ କୁସୁମ

ମହକି ବାସେ ଏ ଜଗତ

ଝରଣା ଝରିତ

ନଦୀରେ ମିଶ୍ରିତ

ତୁମ ସୃଷ୍ଟିର ରୂପରେଖ

ସଭିଁଙ୍କ ହୃଦୟରେ ତୁମ ଘର

ତୁମ ଅଟ ପ୍ରାଣକର୍ତ୍ତା

ଅନନ୍ୟ ଅନେକ ।


Rate this content
Log in