Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୌମ୍ଯ ରଞ୍ଜନ ମହାପାତ୍ର

Others

5.0  

ସୌମ୍ଯ ରଞ୍ଜନ ମହାପାତ୍ର

Others

ଈଶ୍ୱରଙ୍କ ସହ ସମ୍ପର୍କ

ଈଶ୍ୱରଙ୍କ ସହ ସମ୍ପର୍କ

1 min
386


ତୁମ୍ଭେ ହିଁ ଭ୍ରାତା ତୁମ୍ଭେ ହିଁ ପିତା,

ତୁମ୍ଭେ ହିଁ ବନ୍ଧୁ ତୁମ୍ଭେ ହିଁ ମାତା,

କୁହ ପ୍ରଭୁ ଏ ସମ୍ପର୍କ କେଉଁ ଆତ୍ମାର?

ତୁମ୍ଭେ ବାନ୍ଧବ ତୁମ୍ଭେ ସୋଦର,

ତୁମ୍ଭେ ହିଁ ପରା ନିଜ ନିଜର,

କୁହ ପ୍ରଭୁ ଏ ସମ୍ପର୍କ କେଉଁ ଜନ୍ମର?

ତୁମ୍ଭେ ହିଁ ହର୍ତ୍ତା ତୁମ୍ଭେ ହିଁ କର୍ତ୍ତା,

ତୁମ୍ଭେ ଅଟ ଯେ ଦୈବ ବିଧାତା,

କୁହ ପ୍ରଭୁ ଏ ସମ୍ପର୍କ କେଉଁ ଯୁଗର?


Rate this content
Log in