STORYMIRROR

Sudhashree Bhattamisra

Others

3  

Sudhashree Bhattamisra

Others

ଈଶ୍ୱର

ଈଶ୍ୱର

1 min
177

ଈଶ୍ୱର ବୋଲି କେତେ ଖୋଜିଲି

ସବୁଠି ଖୋଜିଲି ମନରେ

ହୃଦୟରେ 

ବିଶ୍ୱାସରେ

ମୋ 

ବିଶ୍ୱାସକୁ

ଅଗ୍ନି ପରୀକ୍ଷା 

କଲି

ପାଇବାକୁ

ଈଶ୍ୱରର

ମୂର୍ତ୍ତି 

ପିତୁଳାଟା

ପଥର ହିଁ ଠାକୁର

ଠାକୁର କେବେ

ହୋଇ ପାରନ୍ତିନି 

ପଥର

ବିଶ୍ୱାସ ହିଁ

ପରମ୍ପରା

ବିଶ୍ୱାସ ହିଁ 

ଠାକୁର

ଠାକୁର କେବେ

ହୋଇ ପାରନ୍ତିନି 

ପଥର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ