STORYMIRROR

Suresh chandra Padhy

Others

3  

Suresh chandra Padhy

Others

ଇଏ. କେମିତି ପ୍ରେମ

ଇଏ. କେମିତି ପ୍ରେମ

1 min
147


ଇଏ କେମିତି ପ୍ରେମ ତୋର

କହିଦେ ଥରେ ପ୍ରିୟା ମୋର

ମୋ ପାଖରୁ ତୁ ଦୁରେଇ ଯାଉଛୁ

ଭାରି ଅଭିମାନ ମୋ ଉପରେ କରୁଛୁ

ମୋ ହୃଦୟ ଦେଇ ତତେ ଭଲ ପାଉଛି

ତୋ ପାଇଁ ନୀତି ଝୁରି ମରୁଛି

ତୁ ସାଥି ମୋ ଜୀବନେ ଆସିଥିଲୁ

ଆଜି କେମିତି ମୋତେ ପର କରିଦେଲୁ

ତୋ ସାଥେ ବହୁ ଦିନ ହେଲା, 

ସମ୍ପର୍କ ମୋ ହୋଇଥିଲା

ଆଜି ତୋ କଟୁ ବଚନ, 

ମୋ ମନ କୁ କଷ୍ଟ ଦେଇ ଗଲା

ମୋ ପ୍ରେମ କୁ ଥରେ ତୁ ବୁଝି ଯା

ମୋ କଥା ଥରେ ଶୁଣି ତୁ ଯା

ତୁ ମୋ ସବୁ କିଛି ମୁ ଭାବୁଛି

ତୋର ରାଗ ରୁଷା ଭାରି ବାଧୁଛି

ପ୍ରେମ କରିବାଟା ମୋର ଭୁଲ ହୋଇ ନାହିଁ

ମୋ ମନ ର ପ୍ରେମ କୁ କେବେ ବୁଝିବୁ ତୁହି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍