STORYMIRROR

Durjyodhan Barik

Others

3  

Durjyodhan Barik

Others

ଇଚ୍ଛା ହୁଏ ମୋର

ଇଚ୍ଛା ହୁଏ ମୋର

1 min
200


ଇଚ୍ଛା ହୁଏ ମୋର ତୁମରି ସେବାରେ

ଜୀବନ ବିତାଇ ଦେବି,

ଇଚ୍ଛା ହୁଏ ମୋର ତୁମରି ଭାବରେ

ସଦାବେଳେ ବନ୍ଧା ଥିବି ।

ଇଚ୍ଛା ହୁଏ ମୋର ତୁମରି ଭକ୍ତିରେ

ରହିବାକୁ ଅନୁକ୍ଷଣ ,

ଇଚ୍ଛା ହୁଏ ମୋର ପୟରେ ରୁହନ୍ତି

ସେଇଠି ଛାଡନ୍ତି ପ୍ରାଣ ।

ଇଚ୍ଛା ହୁଏ ମୋର ଜୀବନ କାଟନ୍ତି

ତୁମ ନାମ ତୁଣ୍ଡେ ଧରି,

ଇଚ୍ଛା ହୁଏ ମୋର ତୁମ ପଦେ ପ୍ରାଣ

ଯାଉ ମୋର ନରହରି ।


    


Rate this content
Log in