STORYMIRROR

Kumarlal Rana

Others

2  

Kumarlal Rana

Others

ଇ ମା ଲାଗି

ଇ ମା ଲାଗି

1 min
104

ଇ ମା ମକେ ଜନମ ଦେଇଛେ

        ତାର ନିଥରିଲା ପାଏନ

ଝୁକି ଝୁକି ପିଉଛୁ   ଆମେ ସଭେ ଯେତେ

       ଇ ମାଟିର ଭାଏ ବହେନ l

ରଖିଛେ ସାଜି      ମାଆ ଅରଜି

      ଖାଇବାର ପିଇବାର ଲାଗି l

ଯେତେ ବେଳେ ଯାହା  ମିଳିବା ଇ ଠାନେ

      ରହିଛୁ  ମାକେ ଜଗି l

ରସ  ଭରା ମିଠା ସଜେଇ ରଖିଛେ

     ଖାଉଛୁ ତୁଣନେ ଭରି l

ମାଟିନୁ   ଜିରା ମାଟିନୁ ହୀରା

      ମାଟିନୁ ସଜା ମୋତି l

ମାଟିର ସୁନା ମହକୁ ଥିସି

     ଝଲକେଇ ଦେଇ ଜ୍ୟୋତି l


Rate this content
Log in