STORYMIRROR

jagabandhu sahu

Others

3  

jagabandhu sahu

Others

ହ୍ୟାପି ସ୍ଲାପ୍ ଡେ

ହ୍ୟାପି ସ୍ଲାପ୍ ଡେ

1 min
149

ସକାଳୁ ସକାଳୁ  ପ୍ରିୟାକୁ ମୋହର

ଯାଇଥିଲି ବନ୍ଧୁ ଭେଟି

ଯାହା ଘଟିଗଲା ସେଇଠାରେ ସବୁ

କହୁଛି ମୁଁ ଗୋଟି ଗୋଟି


ସୁକୁମାରୀ ମୋର ଗେହ୍ଲେଇ ପ୍ରିୟାଟା

ବସିଥିଲା ମନ ମାରି

ମୁଁ କହିଲି ପ୍ରିୟା ଡେରି ହେଲା ଟିକେ

ଆଇ ଏମ୍ ଭେରି ସରି


ଏଇ କଥା କହି  ହାତଟିକୁ ମୋର

ତା କାନ୍ଧରେ ଦେଲି ରଖି

ହାତଟିକୁ କାଢି ତା କାନ୍ଧ ଉପରୁ

ଠୋ ଠୋ ଦେଲା ସେକି


କହିଲା ହେଇଟି ମନ ଯେ ତୁମର

ଉଣା କର ନାହିଁ ଜମା

ସ୍ଲାପ୍ ଡେଟିକୁ ପାଳିବା ପାଇଁ ଯେ

ଏତେ ସବୁ ମୋର ଡ୍ରାମା



Rate this content
Log in