STORYMIRROR

Debabrata Barik Debunu

Others

3  

Debabrata Barik Debunu

Others

ହସୁଛି ମୋ ଧନ ହସୁଛି

ହସୁଛି ମୋ ଧନ ହସୁଛି

1 min
11.6K

ହସୁଛି ମୋ ଧନ ହସୁଛି

ମୋତେ ଦେଖି ସିଏ ହସୁଛି 

ଝୁଲି ଝୁଲି ଦୋଳି ଖେଳୁଛି

ଫୁଲେଇ ମୁହଁ ତା

ପାଖକୁ ଆଣି ମୋ ନିରିଖେଇ

ମତେ ଦେଖୁଛି,

ଧୀରେ ଧୀରେ ମୋ ପାଖକୁ

ନଇଁ ଆସୁଚି,

ତା ହସ ଦେଖି ମୁଁ ଆଜି ଟିକେ

ହୃଦୟରୁ ହସି ପାରୁଛି

ଏବେ ତ ହସିବା, ଭୁଲିଗଲାଣି ମଣିଷ

ହେଲେ ହସି ବାକୁ ଚେଷ୍ଟା କରୁଛି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍