STORYMIRROR

Prafulla Kumar Tripathy

Others

3  

Prafulla Kumar Tripathy

Others

ହସ

ହସ

1 min
284

ହସୁ ହସୁ ହସିଦେଲି

ଖରାପ ଭାବିବେନି .....

କିଏ ଜାଣିଥିଲା

ପଦିଏ ହସ ପଛରେ

କେମିତି ଲୁଚିଥାଏ

ଏତେ କଥା ଏତେ ବ୍ୟଥା

ଏତେ ଅହଂକାର

ଏତେ ଭଲ ପାଇବା ....

ଯାହା ଥରକୁ ଥର ଉଖାରୁଥାଏ

ଭଙ୍ଗା ଗଢା ସଂସାରଠୁ

ଗଢା ଭଙ୍ଗା ହ୍ଢଦୟର ପରସ୍ତ

ଅକୁହା କଥାର ଇତିହାସ

ଥରକୁ ଥର ପ୍ରତିଥର

ଖାଲି ହସୁ ହସୁ ହସିଦେଲିଯେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍